ମା’ ର ତଣ୍ଟି ଚିପି ମାରିଲା ପୁଅ

ବରଗଡ : ପୁଅ ସାଜିଲା ରାକ୍ଷାସ । ନିଜ ଜନ୍ମ କଲା ମାକୁ ମାରିବାକୁ ପଛାଇଲା ନାହିଁ । ମା’କୁ ତଣ୍ଟିଚିପି ମାରିଦେଲା ସଇତାନ ପୁଅ । ସଦରଥାନା ପିପିଲିପାଲି ଗାଁରେ ଅଭାବନୀୟ ଘଟଣା । ୭୦ ବର୍ଷୀୟା ବୃଦ୍ଧା ମାକୁ ମାଡ ମାରିବା ସହ ତଣ୍ଟିଚିପି ମାରିଲା ପୁଅ । ଅଭିଯୁକ୍ତ ପୁଅକୁ ଅଟକ ରଖି ସଦର ଥାନା ପୁଲିସର ଛାନଭିନ । Views: 116