The Ultimate Managed Hosting Platform
ADVERTISEMENT

ମା ଦକ୍ଷିଣକାଳୀ ମନ୍ଦିରରୁ ଚୋରି

Facebook
Twitter
LinkedIn

ନରସିଂହପୁର : ଏବେ ଦୁର୍ବୁତ୍ତଙ୍କ ଟାର୍ଗେଟରେ ମନ୍ଦିର । ଗତ କିଛି ଦିନ ପୂର୍ବରୁ ଜଗନ୍ନାଥ ମନ୍ଦିରରୁ ଚୋରୀ ହୋଇଥିବା ବେଳେ ଗତକାଲି କଟକ ନରସିଂହପୁର ବ୍ଲକ ବାଲିଝରିରେ ମା ଦକ୍ଷିଣ କାଳୀଙ୍କ ମନ୍ଦିରରୁ ଚୋରି ହୋଇଛି । ଗତକାଲି ରାତିରେ ମନ୍ଦିର ଭିତରେ ପଶି ମାଆଙ୍କ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୁତ୍ତ । ଲୁଟ୍ ଅଳଙ୍କାରର ମୂଲ୍ୟ ୩ଲକ୍ଷରୁ ଅଧିକ ଟଙ୍କା ହେବ । ଆଜି ସକାଳୁ ପୂଜକ ମନ୍ଦିର ଯିବା ପରେ କବାଟ ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ । ପରେ ପୋଲିସକୁ ଖବର ଦେଇଥିଲେ। ଅଭିଯୋଗ ପରେ କାନପୁର ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login