The Ultimate Managed Hosting Platform
ADVERTISEMENT

ମାହାଙ୍ଗା ବ୍ଲକ କର୍ମଚାରୀଙ୍କ ଦରମା ବନ୍ଦ

Facebook
Twitter
LinkedIn

ସାଲେପୁର : ମାହାଙ୍ଗା ବ୍ଲକର ସମସ୍ତ କର୍ମଚାରୀଙ୍କ ଦରମା ବନ୍ଦ । କଲେକ୍ଟରଙ୍କ ନିଦେ୍ର୍ଦଶରେ ଦରମା ବନ୍ଦ କଲେ ଜିଲ୍ଲା ଉନ୍ନୟନ ଅଧିକାରୀ । ଏମରଜେନ୍ସିରେ ଅଫିସ ନ ଆସିବା ଓ ବାୟୋମେଟ୍ରିକ ନ ଲଗାଇବାକୁ ଦରମା ବନ୍ଦ କଲେ । ଲଗାଣ ବର୍ଷାକୁ ଲକ୍ଷ୍ୟ କରି ସମସ୍ତଙ୍କ ଛୁଟି ବାତିଲ ଥିଲା ଏମରଜେନ୍ସିରେ ଅଫିସ ନଆସିବାରୁ ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୨୬ ତାରିଖ ଶନିବାର ପ୍ରବଳ ବର୍ଷା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା । କିନ୍ତୁ ବ୍ଲକକୁ କୌଣସି କର୍ମଚାରୀ ଆସିନଥିବା ଦର୍ଶାଇ ଜୁଲାଇ ମାସର ଦରମା ବନ୍ଦ ପାଇଁ ବିଡ଼ିଓଙ୍କୁ ଚିଠି କରିଥିଲେ ପ୍ରକଳ୍ପ ନିର୍ଦେଶକ । ଅଭିଯୋଗ ପରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login