ଭୁବନେଶ୍ୱର : ରାଜ୍ୟର ୬ ସହରରେ ପ୍ରଦୂଷଣର ମାତ୍ରା ଅଧିକ ହେବା ପ୍ରସଙ୍ଗ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଦସ୍ୟ ସଚିବ କେ.ମୁରୁଗେସନଙ୍କ ପ୍ରତିକ୍ରିୟା । ଦୀପାବଳିଠୁ ଜାନୁଆରୀ ଯାଏଁ ସାମାନ୍ୟ ବାୟୁ ପ୍ରଦୂଷଣ ବଢିଥାଏ । ଗାଡି ଚଳାଚଳ, ନିର୍ମାଣ କାମ ଜନିତ କାରଣରୁ ପ୍ରଦୂଷଣ ବଢୁଛି । ଶିଳ୍ପ, ସଲଫର କିମ୍ବା ନାଇଟ୍ରୋଜେନ ପାଇଁ ରାଜ୍ୟରେ ପ୍ରଦୂଷଣ ବଢୁନି । ଲଗାତାର ବାୟୁ ମାନ ନିୟନ୍ତ୍ରଣ କରୁଛୁ ବୋଲି କହିଛନ୍ତି ସଚିବ । ଏବେ ରାଜ୍ୟରେ ମାସ୍କ ପିନ୍ଧିବା ଭଳି ପ୍ରଦୂଷଣ ହୋଇନି ।
Views: 75