The Ultimate Managed Hosting Platform
ADVERTISEMENT

ମାଷ୍ଟର କ୍ୟାଣ୍ଟିନ୍ ଛକରେ ମାର୍‌ପିଟ୍ କରି ରକ୍ତାକ୍ତ ହେଲେ ୨ ଯୁବକ

Facebook
Twitter
LinkedIn

ଭୁବନେଶ୍ୱର : ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ରକ୍ତରଞ୍ଜିତ । କୌଣସି କାରଣକୁ ନେଇ ୨ ଯୁବକଙ୍କ ମଧ୍ୟରେ ମାର୍‌ପିଟ୍ । ଏଥିରେ ଉଭୟ ଯୁବକ ଗୁରୁତର ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ ,ସୋମବାର ସନ୍ଧ୍ୟାରେ ଖାରବେଳ ନଗର ଥାନା ଅନ୍ତର୍ଗତ ଜୟ ପ୍ରକାଶ ନାରାୟଣ ପାର୍କ ମଧ୍ୟରେ କୌଣସି କାରଣ ବଶତଃ ଦୁଇ ଜଣ ଯୁବକଙ୍କ ମଧ୍ୟରେ ରକ୍ତାକ୍ତ ଆକ୍ରମଣ ଓ ପ୍ରତି ଆକ୍ରମଣରେ ହୋଇଥିଲା । ଏଥିରେ ଦୁଇ ଜଣ ଯୁବକ ଗୁରୁତର ହୋଇଥିଲେ । କିଛି ସମୟ ପରେ ସେଠାରୁ ଆସି ପୁଣି “ମୋ ବସ ” ଟର୍ମିନାଲ ମଧ୍ୟରେ ମାର ପିଟ ହେବାକୁ ଉଦ୍ୟମ କରିଥିଲେ ।


ତେବେ ସେମାନଙ୍କ ମଧ୍ୟରୁ ଜଣେ ଯୁବକକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ସେଠାରୁ ଫେରାର ହେବାରେ ସକ୍ଷମ ହୋଇଥିଲା । ପୋଲିସ କଣ୍ଟ୍ରୋଲ ରୁମରୁ ଖବର ପାଇ ପିସିଆର୍-୩ ଅବିଳମ୍ବେ ଘଟଣା ସ୍ଥଳରେ ପହଁଛି ଗୁରୁତର ଭାବେ ଆହତ ହୋଇଥିବା ଯୁବକକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

Login