ମାଲକାନଗିରି : ମାଲକାନଗିରି ହିଂସା ପାଇଁ ବିଜେଡି ଗଠନ କଲା ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ୭ ଜଣିଆ ଟିମ ସଦସ୍ୟ ତଥ୍ୟ ସଂଗ୍ର କରି ବିଜେଡି ସଭାପତିଙ୍କୁ ରିପୋର୍ଟ ଦେବେ । ଟିମରେ ମାନଓ ମାଡକାମୀ, ମନୋହର ରନ୍ଧାରୀ , ରମେଶ ମାଝୀ, ପ୍ରଦୀପ ମାଝୀ , ରବି ନନ୍ଦ , ଇଶ୍ୱର ପାଣିଗ୍ରାହୀ ଓ ଲକ୍ଷ୍ମୀପ୍ରିୟା ନାଏକଙ୍କୁ ନେଇ ଟିମ ଗଠନ ହୋଇଛି ।
Views: 58











