ଭୁବନେଶ୍ୱର : ଜୁନ ୧ରୁ ଜୁଲାଇ ୨୩ ସୁଦ୍ଧା ରାଜ୍ୟରେ ୪୦୧.୩୩ ମିମି ବର୍ଷା ହୋଇଛି । ସ୍ୱାଭାବିକ ବର୍ଷା ୪୫୮.୮ ମିମି ତୁଳନାରେ ୧୩ ପ୍ରତିଶତ କମ । ମାଲକାନଗିରିରେ ସର୍ବାଧିକ ୬୮୪.୪ ମିମି ବର୍ଷା ରେକର୍ଡ ହୋଇଛି । ସ୍ୱାଭାବିକଠୁ ୪୨ ପ୍ରତିଶତ ଅଧିକ ବର୍ଷା ରେକର୍ଡ । ଗଞ୍ଜାମରେ ସର୍ବନିମ୍ନ ୨ ୨୧.୮ ମିମି ବର୍ଷା ସହ ୩୬ ପ୍ରତିଶତ ନିଅଣ୍ଟିଆ ରେକର୍ଡ ହୋଇଛି ।

Views: 71