The Ultimate Managed Hosting Platform
ADVERTISEMENT

ମାଲକାନଗିରିରେ ପ୍ରବଳ ବର୍ଷା ଯୋଗୁ ଭାଙ୍ଗିଲା ଏୟାରପୋର୍ଟ ପାଚେରୀ

Facebook
Twitter
LinkedIn

ମାଲକାନଗିରି : ପ୍ରବଳ ବର୍ଷାରେ ଭାଙ୍ଗିଲା ଏୟାରପୋର୍ଟ ପାଚେରୀ । ନିମ୍ନ ମାନର କାମ ଯୋଗୁ ପାଚେରୀ ଭୁଶୁଡି ପଡିଥିବା ଅଭିଯୋଗ । ପୂର୍ବରୁ ୩ ଥର ଏୟାରପୋର୍ଟ ପାଚେରୀ ଭାଙ୍ଗି ଯାଇଥିବା ସୂଚନା । ଅନ୍ୟପଟେ ଅବିଶ୍ରାନ୍ତ ବର୍ଷାରେ ବୁଡ଼ିଲା ବିଭିନ୍ନ ପୋଲ । ପଟେରୁ, କାଙ୍ଗୁରକୋଣ୍ଡା, କନ୍ୟାଶ୍ରମ ପୋଲ ଉପରେ ୩ ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି । ପୋଲର ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି । ମାଲକାନଗିରି ଠାରୁ ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login