The Ultimate Managed Hosting Platform
ADVERTISEMENT

ମାର୍ଚ୍ଚ ୫ ଯାଏଁ ବିଜେଡି ଅଭିଯାନ

Facebook
Twitter
LinkedIn

ଭୁବନେଶ୍ୱର : ମାର୍ଚ୍ଚ ୫ ପର୍ଯ୍ୟନ୍ତ ବ୍ୟାପକ ଅଭିଯାନ ଚଲାଇବ ବିଜୁ ଜନତା ଦଳ । କର୍ମକର୍ତ୍ତାଙ୍କୁ ପ୍ରଶିକ୍ଷଣ ଓ ଗାଁକୁ ଚାଲ ଅଭିଯାନ ଚଲାଇବ ବିଜେଡି । ଶଙ୍ଖ ଭବନରେ ପ୍ରତି ନିର୍ବାଚନ ମଣ୍ଡଳୀୱାରୀ ପ୍ରଶିକ୍ଷଣ ଦିଆଯିବ । ନିର୍ବାଚନ ମଣ୍ଡଳୀ ପରେ ଜୋନାଲୱାରୀ ପ୍ରଶିକ୍ଷଣ ଦିଆଯିବ । ପଞ୍ଚାୟତସ୍ତରୀୟ ସମ୍ମିଳନୀ କରିବାକୁ ମଧ୍ୟ କାର୍ଯ୍ୟକାରିଣୀରେ ନିଷ୍ପତ୍ତି । ଜାନୁଆରୁ ୨୩ରୁ ମାର୍ଚ୍ଚ ୫ ପର୍ଯନ୍ତ ବ୍ୟାପକ ଅଭିଯାନ ମଧ୍ୟ ହେବ । ତୃଣମୂଳ ସ୍ତରରେ ମାର୍ଚ୍ଚ ୫ ଯାଏଁ ଅଭିଯାନ ଚଲାଇବ ବିଜେଡି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login