ନୂଆଦିଲ୍ଲୀ :ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଘୋଷଣା ହୋଇପାରେ ନିର୍ବାଚନ ତାରିଖ । ବିଭିନ୍ନ ରାଜ୍ୟ ଗସ୍ତ ସାରିଲା ପରେ ତାରିଖ ଘୋଷଣା କରିବେ ଇସିଆଇ । ଓଡିଶା ଗସ୍ତ ସାରି ଏବେ ତାମିଲନାଡୁରେ ଅଛନ୍ତି ନିର୍ବାଚନ କମିଶନ । ତାମିଲନାଡୁ ପରେ ଉତ୍ତର ପ୍ରଦେଶ ଯିବେ ନିର୍ବାଚନ କମିଶନ ଟିମ୍ । ୟୁପି ପରେ ଶେଷ ରାଜ୍ୟ ଭାବେ ୧୩ରେ ଜାମ୍ମୁ କାଶ୍ମୀର ଗସ୍ତ କରିବେ । ଜାମ୍ମୁ କାଶ୍ମୀର ଗସ୍ତ ସାରିବା ପରେ ତାରିଖ ଘୋଷଣା ସମ୍ଭାବନା । ତେଣୁ ମାର୍ଚ୍ଚ ୧୩ ତାରିଖ ପରେ ନିର୍ବାଚନ ତାରିଖ ଘୋଷଣା ହେଇପାରେ ।
Views: 64