The Ultimate Managed Hosting Platform
ADVERTISEMENT

ମାର୍ଚ୍ଚ ୧୪ରୁ ଆଇପିଏଲ ଆରମ୍ଭ

Facebook
Twitter
LinkedIn

ନୂଆଦିଲ୍ଲୀ: ଆଇପିଏଲ ପରବର୍ତ୍ତୀ ତିନି ଋତୁ ପାଇଁ ତାରିଖ ଧାର୍ୟ୍ୟ କରିଛି ବିସିସିଆଇ। ୨୦୨୫ ଆଇପିଏଲ୍ ଋତୁ ମାର୍ଚ୍ଚ ୧୪ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ମେ ୨୫ ତାରିଖରେ ଶେଷ ହେବ। ୨୦୨୬ରେ ମାର୍ଚ୍ଚ ୧୫ରୁ ମେ’ ୩୧ ଓ ୨୦୨୭ରେ ମାର୍ଚ୍ଚ ୧୪ରୁ ମେ’ ୩୦ ତାରିଖ ପର୍ୟ୍ୟନ୍ତ ଆଇପିଏଲ୍ ଅନୁଷ୍ଠିତ ହେବ। ଫ୍ରାଞ୍ଚାଇଜ୍ଗୁଡ଼ିକୁ ବିସିସିଆଇ ଏହି ତାରିଖଗୁଡ଼ିକ ବିଷୟରେ ଅବଗତ କରିଛି। ସଂଯୋଗବସତଃ ତିନିଟିଯାକ ଫାଇନାଲ୍ ରବିବାରରେ ପଡୁଛି। ସୂଚନାଯୋଗ୍ୟ, ରବିବାରଠୁ ଦୁଇ ଦିନ ଧରି ସାଉଦି ଆରବର ଜେଦାଠାରେ ଆଇପିଏଲ୍ର ମେଗା ନିଲାମ ଅନୁଷ୍ଠିତ ହେବ। ଏହି ନିଲାମରେ ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ଭାରତୀୟ ବଂଶୋଦ୍ଭବ ଆମେରିକୀୟ ଦ୍ରୁତ ବୋଲର ସୌରଭ ନେତ୍ରାଭଲକର ଓ ମୁମ୍ବାଇ ୱିକେଟ୍ରକ୍ଷକ ବ୍ୟାଟର୍ ହାର୍ଦିକ ତାମୋର୍ଙ୍କୁ ସାମିଲ୍ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login