The Ultimate Managed Hosting Platform
ADVERTISEMENT

ମାର୍କେଟ ବିଲ୍ଡିଂରେ ମୁହାଁମୁହିଁ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ମୁହାଁମୁହିଁ ବ୍ୟବସାୟୀ । ସ୍ଥାୟୀ ବ୍ୟବସାୟୀଙ୍କ ସହ ଉଠାଦୋକାନୀ ମୁହାଁମୁହିଁ । ଉଠା ଦୋକାନୀଙ୍କୁ ହଟାଇଲା ସ୍ଥାୟୀ ବ୍ୟବସାୟୀ ସଂଘ । ଉଠା ଦୋକାନୀ ଜବରଦସ୍ତ ବସିବାକୁ ଉଦ୍ୟମ ବେଳେ ମୁହାଁମୁହିଁ । ଜିନିଷ ପତ୍ର ଫିଙ୍ଗା ଫୋପଡା କରିଥିବା ଅଭିଯୋଗ । ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login