ଯାଜପୁର : କାଜୁ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ଟମକା ଥାନା ପଦାଛକ ନିକଟ କାଜୁ ଜଙ୍ଗଲରେ ଠାବ । ମୃତକ ଜଣକ ମହିଳା କି ପୁରୁଷ ତାହା ଜଣାପଡିନାହିଁ । ହତ୍ୟା ପରେ କେହି ଦୁର୍ବୁତ୍ତ ମୃତଦେହକୁ ପୋଡି ଦେଇଥିବା ସନେ୍ଦହ । ହତ୍ୟା ସନ୍ଦେହରେ ଟମକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମିଳିନଥିବା ବେଳେ ଟମ୍କା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Views: 77