The Ultimate Managed Hosting Platform
ADVERTISEMENT

ମାଦକ ଦ୍ରବ୍ୟ ମାମଲାରେ ୨୨୭୬ ଗିରଫ

Facebook
Twitter
LinkedIn

ଭୁବନେଶ୍ୱର : ୨୦୨୪ରେ ୨୧୬୦ ମାଦକ ଦ୍ରବ୍ୟ ମାମଲାରେ ୨୨୭୬ ଜଣ ଗିରଫ ହୋଇଛନ୍ତି । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୦ କିଲୋ ବ୍ରାଉନସୁଗାର ଓ ୧୪୫୨ କୁଇଣ୍ଟାଲ ଗଞ୍ଜେଇ ଜବତ । ୨୪, ୭୯୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ୫୯୧ଟି ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login