The Ultimate Managed Hosting Platform
ADVERTISEMENT

ମାଢି ଓ ଦାନ୍ତର ଯନ୍ତ୍ରଣା କମାଇବ ଘରୋଇ ଉପଚାର !

Facebook
Twitter
LinkedIn

ବ୍ୟୁରୋ : ମାଢ଼ିରେ ଫୁଲିବା ବା ଯନ୍ତ୍ରଣା ଅନୁଭୁତ ହେବା ଏକ ସାଧାରଣ ସମସ୍ୟା। ଏହା ବହୁ ସାଧାରଣ ହେବା ସହ ବହୁ କଷ୍ଟଦାୟକ ମଧ୍ୟ ହୋଇଥାଏ। ଯନ୍ତ୍ରଣା କାରଣରୁ ଦାନ୍ତ ଘସିବା କଣ କିଛି ଖାଇବା ମଧ୍ୟ କଷ୍ଟଦାୟକ ହୋଇଥାଏ। ହି ସମୟରେ ସାଧାରଣତଃ ଉପାୟଶୂନ୍ୟ ହୋଇ ଲୋକ ସାଧାରଣତଃ ଲୋକ ଦାନ୍ତ ଚିକିତ୍ସକଙ୍କ ଦ୍ବାରସ୍ଥ ହୋଇଥାନ୍ତି। କିନ୍ତୁ ଏହି ସମୟରେ କିଛି ସାଧାରଣ ଘରୋଇ ଉପଚାର କରି ଆପଣ ଚୁଟକିରେ ଏହି ଯନ୍ତ୍ରଣାର ଉପଶମ କରିପାରିବେ। ମାଢ଼ିକୁ ଯନ୍ତ୍ରଣା ମୁକ୍ତ ରଖିବା ପାଇଁ ଦୈନିକ ଲୁଣ ପାଣି କୁଳୁକୁଜା କରନ୍ତୁ। ଏହା କରିବା ଦ୍ବାରା ଦାନ୍ତ ସମ୍ବନ୍ଧିୟ ସମସ୍ତ ସମସ୍ୟା ଦୂର ହୋଇଥାଏ। ଏଥିସହ ମୁହଁରେ ହୋଇଥିବା ସଂକ୍ରମଣ ମଧ୍ୟ ଦୂର ହୋଇଥାଏ । ଦାନ୍ତ ଏବଂ ମାଢ଼ି ଜନିତ ଯନ୍ତ୍ରଣାରୁ ରକ୍ଷା ପାଇବାର ସବଠାରୁ ସହଜ ଉପାୟ ହେଉଛି ଲବଙ୍ଗ। ଲବଙ୍ଗରେ ଥିବା ଅର୍ୟୁବେଦିକ ଗୁଣ ମାଢ଼ିକୁ ଶକ୍ତ ରଖିଥାଏ। ଯେତେବେଳେ ମଧ୍ୟ ମାଢ଼ି ଫୁଲିଥାଏ ସେତେବେଳେ ଲବଙ୍ଗ ତେଲ ବହୁ ଲାଭକାରୀ ହୋଇଥାଏ । ମାଢ଼ି ଏବଂ ଦାନ୍ତକୁ ବ୍ୟାକ୍ଟେରିଆ ମୁକ୍ତ ରଖିବା ପାଇଁ ଲେମ୍ବୁ ପାଣି ବହୁ ଲାଭକାରୀ । ଏଣୁ ପ୍ରତିଦିନ ଲେମ୍ବୁପାଣିରେ କୁଳୁକୁଜା କରିବା ଦ୍ବାରା ଦାନ୍ତ ଯନ୍ତ୍ରଣା କମ ହୋଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login