The Ultimate Managed Hosting Platform
ADVERTISEMENT

ମାଡି ବସିଲା କାନ୍ଥ , ୨ ମୃତ

Facebook
Twitter
LinkedIn

କୁଚିଣ୍ଡା : ବିଜଡିହିରେ ଭୁଶୁଡି ପଡିଲା କାନ୍ଥ । କାନ୍ଥ ମାଡି ବସିବାରୁ ୨ ଜଣଙ୍କ ମୃତ୍ୟୁ । ପୁରୁଣା କାନ୍ଥ ଭାଙ୍ଗିବା ସମୟରେ କାନ୍ଥ ମାଡି ବସିଲା । ମୃତକଙ୍କ ମଧ୍ୟରେ ଜଣେ ମହିଳା , ଜଣେ ପୁରୁଷ ରହିଛନ୍ତି । ମୃତ ମହିଳା ଜଣଙ୍କ ନିଜ ମାଟି ଘର ଭାଙ୍ଗୁଥିଲେ । ଅନ୍ୟ ମୃତକ ଜଣକ ଶ୍ରମିକ ହୋଇଥିବା ସୂଚନା । ମହିଳା ନମିତା ପଟେଲ ସ୍ଥାନୀୟ କିଣ୍ଡିରା ଗାଁ ଲଳିତ ଦେହୁରୀଙ୍କୁ ଆଜି ସକାଳେ ନିଜ ଘରର ପୁରୁଣା କାନ୍ଥ ଭଙ୍ଗିବା ପାଇଁ ଡାକିଥିଲେ। ତେବେ କାନ୍ଥ ଦୁର୍ବଳ ଥିବାରୁ ତାଙ୍କ ଉପରେ ସମ୍ପୂର୍ଣ୍ଣ ପଡ଼ିଯାଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login