ବୈାଦ୍ଧ : ମାଟି ତଳୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ । ମୁନମୁଣ୍ଡା ଥାନା କନାଗୁନ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ଡିଭିଏଫ, ଡ୍ରାନେ ସ୍କ୍ୱାର୍ଡର ମିଳିତ ଚଢାଉରେ ମାଟି ତଳୁ ଜବତ । ୨୩୦ ଗିଲୋଟିନ ସମେତ ବହୁ ପରିମାଣର ବିସ୍ଫୋରକ ଜବତ ।
Views: 37
ବୈାଦ୍ଧ : ମାଟି ତଳୁ ବିପୁଳ ପରିମାଣର ମାଓସାମଗ୍ରୀ ଜବତ । ମୁନମୁଣ୍ଡା ଥାନା କନାଗୁନ ନିକଟ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ଡିଭିଏଫ, ଡ୍ରାନେ ସ୍କ୍ୱାର୍ଡର ମିଳିତ ଚଢାଉରେ ମାଟି ତଳୁ ଜବତ । ୨୩୦ ଗିଲୋଟିନ ସମେତ ବହୁ ପରିମାଣର ବିସ୍ଫୋରକ ଜବତ ।
ନୂଆଦିଲ୍ଲୀ : ବାଗେଶ୍ୱର ଧାମରେ ଭୁଶୁଡିଲା କୋଠା । ମଧ୍ୟପ୍ରଦେଶ ଛତରପୁର ଜିଲ୍ଲା ବାଗେଶ୍ୱର ଧାମନିକଟରେ ଥିବା ଏକ ଢାବାରେ କାନ୍ଥ ଭୁଶୁଡିପଡିଛି । ଏହି ଘଟଣାରେ...
ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...
ନୂଆପଡା : ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ । ନୂଆପଡ଼ା ନାରାୟଣ ଡୋଙ୍ଗରୀ ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ମାଓ କ୍ୟାମ୍ପ । ଯବାନଙ୍କୁ ଟାର୍ଗେଟ କରି...
ନୂଆଦିଲ୍ଲୀ : ୧୪ ଟି ଦେଶ ଉପରେ ନୂଆ ଟାରିଫ ପ୍ଲାନ ଘୋଷଣା । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ ।େ୧୪ ଦେଶକୁ...