The Ultimate Managed Hosting Platform
ADVERTISEMENT

ମାଟି ଅତଡା ଧସି ୨ ମୃତ

Facebook
Twitter
LinkedIn

କୋରାପୁଟ : ମାଟି ଅତଡା ଧସି ୨ ମହିଳା ମୃତ । ୨ ଜଣ ଗୁରୁତର ହୋଇଛନ୍ତି । ନନ୍ଦପୁର ଥାନା ହିକମପୁଡ ନିକଟ ଲେଞ୍ଜିପୁଟ ନାଳ ନିକଟରେ ଅଘଟଣ । ମୃତ ୨ ମହିଳାଙ୍କ ଘର ଘାଗଡାପଣ୍ଡି ଗାଁର ବୋଲି ସୂଚନା । ୨ ଗୁରୁତରଙ୍କୁ ଉଦ୍ଧାର ପରେ ନନ୍ଦପୁର ମେଡିକାଲରେ ଭର୍ତ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login