The Ultimate Managed Hosting Platform
ADVERTISEMENT

ମାଞ୍ଜା ସୂତା ଲାଗି ୨ ଗୁରୁତର

Facebook
Twitter
LinkedIn

କଟକ : ବୟାଳିଶ ମୈାଜା ଅଞ୍ଚଳରେ ମାଞ୍ଜା ସୂତା ଲାଗି ୨ ଗୁରୁତର । ବାଇକରେ ଯିବା ବେଳେ ୨ ଜଣଙ୍କ ବେକରେ ଲାଗିଗଲା ସୂତା । ମହିଳାଙ୍କ ସମେତ ୨ ଗୁରୁତର ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଗୁରୁତର ଦୁଇ ଜଣ ହେଲେ ଦେବୀ କଲ୍ୟାଣ ଆଚାର୍ୟ୍ୟ ଓ ଆଶାଳତା ଆଚାର୍ୟ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login