ବାସୁଦେବପୁର : ରାତ୍ରୀ ଭୋଜନ ପରେ ପ୍ରବଳ ବାନ୍ତି । ଶିଶୁପୁତ୍ରର ଚାଲିଗଲା ଜୀବନ । ବରଣ୍ଡୁଆ ଗାଁରେ ଅଭାବନୀୟ ଘଟଣା ଘଟିଛି । ପରିବାରର ଆଉ ୩ ଜଣ ଅସୁସ୍ଥ ହୋଇଛନ୍ତି ।୩ ବର୍ଷର ଶିଶୁ ପୁତ୍ରର ଜୀବନ ଯାଇଥିବା ବେଳେ ଯାଆଁଳା ଭାଇ, ମାଆ ଓ ଭଉଣୀ ଅସୁସ୍ଥ । କାଲି ମାଛ ତରକାରୀ ଖାଇବା ପରେ ପ୍ରବଳ ବାନ୍ତି ହୋଇଥିଲା । କାଲି ରାତିରେ ଓ ଆଜି ସକାଳେ ବାନ୍ତି ପରେ ହସ୍ପିଟାଲ ଆସିଥିଲେ ।
Views: 60