ବୈାଦ୍ଧ : କୁମ୍ବି ବେଳେ ମାଓ କ୍ୟାମ୍ପ ଧ୍ୱଂସ କଲେ ଯବାନ । ବୈାଦ୍ଧ-କନ୍ଧମାଳ ସୀମାନ୍ତବର୍ତ୍ତୀ ବୁଢାଖୋଲ ଓ ମାତାକୁପ ଜଙ୍ଗଲରେ ଏସଓଜି ଯବାନଙ୍କ କୁମ୍ବିଂ । ପୋଲିସ ମାଓବାଦୀ ଗୁଳିବିନିମୟ ପରେ ଛତ୍ରଭଙ୍ଗ ଦେଲେ ମାଓବାଦୀ । ଆଇଇଡି ସହ ବିପୁଳ ମାଓ ସାମଗ୍ରୀ ଜବତ । ସର୍ଚ୍ଚ ଅପରେସନ ଜାରି । ସୁରକ୍ଷା କର୍ମୀଙ୍କୁ ସାମନା କରି ନ ପାରି ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ ।
Views: 88











