The Ultimate Managed Hosting Platform
ADVERTISEMENT

ମାଓବାଦୀଙ୍କୁ ଜଗିବ ଡ୍ରୋନ : ଡିଜି ସୁନୀଲ ବଂଶଲ

Facebook
Twitter
LinkedIn

କୋରାପୁଟ : କୋରାପୁଟରେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ମାଓ ସମୀକ୍ଷା । ମାଓ ସମୀକ୍ଷା ପରେ ଡିଜି ସୁନୀଲ ବଂଶଲଙ୍କ ସୂଚନା । ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିବାକୁ ଡ୍ରୋନ ଉପ ଯୋଗ କରାଯିବ । ପୋଲିସ ବିଭାଗରେ ସାମିଲ ହେବ ୬ଟି ଉଚ୍ଚଧରଣର ଡ୍ରୋନ । ସମୀକ୍ଷା ବୈଠଳରେ ଗୁଇନ୍ଦା ନିଦେ୍ର୍ଦଶକ , ଆଇଜି ଉପସ୍ଥିତ ରହିଥିଲେ । କନ୍ଧମାଳ ଏସପି , ଡିଆଇଜି ପ୍ରମୁଖ ମଧ୍ୟ ବୈଠକରେ ଉପସ୍ଥିତ ରହିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login