The Ultimate Managed Hosting Platform
ADVERTISEMENT

ମାଇ ହାତୀର ମୃତଦେହ ଠାବ

Facebook
Twitter
LinkedIn

ଅନୁଗୁଳ : ଅନୁଗୁଳ ରେଞ୍ଜ ଅଞ୍ଚଳରୁ ମାଇ ହାତୀର ମୃତଦେହ ଠାବ । ସାହାରାଗୋଡା ଗାଁ ନିକଟରୁ ଠାବ ହେଲା ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ , ଘଟଣାସ୍ଥଳରେ ବନବିଭାଗ । ହାତୀଟି ରୁଗ୍ଣ ଅବସ୍ଥାରେ ଥିବା ବେଳେ ତାର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା କୁହାଯାଉଛି। ସେପଟେ ଗାଁ ନିକଟରେ ହାତୀ ମରି ପଡ଼ିଥିବାରୁ ମୃତ୍ୟୁର କାରଣ ବିଦ୍ୟୁତ୍ କରେଣ୍ଟ କି ଆଉ କ’ଣ ସେନେଇ ତଦନ୍ତ ଚାଲିଛି। ବନ ବିଭାଗର ବରିଷ୍ଠ କର୍ମଚାରୀ ଓ ପଶୁ ଚିକିତ୍ସକ ସେଠାରେ ପହଞ୍ଚିବା ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ରେଞ୍ଜର କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login