The Ultimate Managed Hosting Platform
ADVERTISEMENT

ମାଆ, ପୁଅଙ୍କ ସନେ୍ଦହ ଜନକ ମୃତ୍ୟୁ

Facebook
Twitter
LinkedIn

ଦିଗପହଣ୍ଡି: ଘର ଭିତରୁ ମାଆ ଓ ୭ ବର୍ଷର ପୁଅର ମୃତଦେହ ଉଦ୍ଧାର । ଜରଡା ଥାନା ଚୁଡିଆଲାଞ୍ଜି ଗାଁରେ ସନେ୍ଦହଜନକ ମୃତ୍ୟୁ । ଶୋଇଥିବା ଅବସ୍ଥାରେ ମୃତଦେହ ଉଦ୍ଧାର , ପୋଲିସର ତଦନ୍ତ ଜାରି । ମୃତ ମହିଳା ଜଣକ ଡି. ନିଳାବେଣୀ । ମୃତ୍ୟୁର କାରଣ ଜଣାପଡିନାହିଁ । ଆଜି ସକାଳେ ବିଳମ୍ବିତ ସମୟ ପ ର୍ଯ୍ୟନ୍ତ ନିଳାବେଣୀ ଘରର କବାଟ ଖୋଲି ନ ଥିଲେ । ଏ ନେଇ ପାଖ ପଡୋଶୀଙ୍କ ସନେ୍ଦହ ହୋଇଥିଲା । ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login