ଭୁବନେଶ୍ୱର : ବିଭିନ୍ନ ସ୍ଥାନରେ ବିରୋଧ ସମ୍ମୁଖୀନକୁ ନେଇ ଅପରାଜିତାଙ୍କ ପ୍ରତିକ୍ରିୟା । ମୁଁ ଜଣେ ମହିଳା ସାଂସଦ , ମୋ ସୁରକ୍ଷା ଦାୟିତ୍ୱ ରାଜ୍ୟ ସରକାରଙ୍କର । ଗତ ୩ ଦିନ ହେବ ବିଭିନ୍ନ ଗସ୍ତ ସମୟରେ ବିରୋଧ ପ୍ରଦର୍ଶନ ହେଉଛି । ଏହାକୁ ବିରୋଧ ନୁହେଁ ଗୁଣ୍ଡାଗର୍ଦ୍ଦି ବୋଲି କହିବି କହିଲେ ଅପରାଜିତା । ଏହାପରେ ଯେଉଁଠି ବିଶୃଙ୍ଖଳା ହେବ ରାଜ୍ୟ ସରକାର ଦାୟୀ ରହିବେ । ଆଉ ସେହି ସ୍ଥାନରେ ହିଁ ମୁଁ ଧାରଣା ଦେବି । ମୁଁ ଜଣେ ମହିଳା ହିସାବରେ ନିଜକୁ ଅସୁରକ୍ଷିତ ମନେ କରୁଛି ।
Views: 92











