The Ultimate Managed Hosting Platform
ADVERTISEMENT

ମହିଳା କଂଗ୍ରେସ-ପୋଲିସ ଧସ୍ତାଧସ୍ତି

Facebook
Twitter
LinkedIn

ଭୁବନେଶ୍ୱର : ପୋଲିସ ବ୍ୟାରିକେଡ ଡେଇଁ ଆଗକୁ ଯିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଠେଲାପେଲାରେ ପୋଲିସ ନାକେଦମ । ଯାହାକୁ ନେଇ ମହିଳା କଂଗ୍ରେସ କର୍ମୀ ଏବଂ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଲଗାଇଥିବା ବ୍ୟାରିକେଡ୍ ପ୍ରତିହତ କରି ମହିଳା କର୍ମୀ ଆଗକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଅଟାଇଛି । ଯାହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ, ମହିଳା କଂଗ୍ରେସର ସଭାପତି ଅଳକା ଲାମ୍ବା କହିଛନ୍ତି, ଏଠି ମିଶନ ଶକ୍ତି ଫେଲ ମାରିଛି । ମହିଳାଙ୍କୁ ରାସ୍ତାରେ ଅଟକାଇ ଲୋକତନ୍ତ୍ରକୁ ହତ୍ୟା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ପୋଲିସ ପ୍ରଶାସନ ସହାୟତା କରିବା ବଦଳରେ ଆମକୁ ଅଟକାଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login