The Ultimate Managed Hosting Platform
ADVERTISEMENT

ମହିଳାଙ୍କ ମୃତ୍ୟୁ ; ୭ ଅଟକ

Facebook
Twitter
LinkedIn

ପାରାଦୀପ : ତାରିଣୀଗଡା ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ୭ ଜଣ ଭଡାଟିଆ ଅଟକ ରହିଛନ୍ତି । ସିସିଟିଭି ଓ ହାର୍ଡଡିକ୍ସ ଜବତ ହୋଇଛି । ୪ ମହଲା ବିଲ୍ଡିଂ ପଛପଟୁ ଉଦ୍ଧାର ହୋଇଥିଲା ମୃତଦେହ । ଅଚିହ୍ନା ମହିଳାଙ୍କ ମୃତଦେହ ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପାରାଦୀପ ଆଦର୍ଶ ଥାନା ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଚାରି ମହଲା କୋଠାରେ କାମ ଚାଲିଥିଲା । କାହିଁକି ମହିଳା ଜଣଙ୍କ ଛାତ ଉପରକୁ ଯାଇଥିଲେ ତାହା ଜଣା ପଡିନାହିଁ। ତେବେ ମହିଳା ସେଠାକୁ କାହିଁକି ଆସିଥିଲେ ଏବଂ ମହିଳା ଜଣଙ୍କ କିଏ ତାହା ଜଣାପଡ଼ି ନାହିଁ । ଡେଇଁ ପଡ଼ିଲେ ନା କେହି ତାଙ୍କୁ ଠେଲି ଦେଇଛି ତାକୁ ନେଇ ସସପେନ୍ସ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login