May 16, 2024 2:46 am

The Ultimate Managed Hosting Platform
ADVERTISEMENT

ମହିଳାଙ୍କ ଉପରେ ଚଢିଗଲା ମାଛ ବୋଝେଇ ପିକଅପ ଭ୍ୟାନ

Facebook
Twitter
LinkedIn

ବ୍ରହ୍ମପୁର : ରାସ୍ତ ପାର ହେବା ହେଲା କାଳ । ରାସ୍ତା ପାରି ହେଲା ବେଳେ ମହିଳାଙ୍କ ଉପରେ ଚଢିଗଲା ମାଛ ବୋଝେଇ ପିକଅପ ଭ୍ୟାନ । ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଛକ ନିକଟରେ ଘଙ୍କିଛି ଦୁର୍ଘଟଣା । ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ମହିଳା ହେଉଛନ୍ତି ଚିକରଡା ଗାଁର ମାଳତୀ ବେହେରା । । ମୃତ ମାଳତୀ ସବୁଦିନ ଭଳି ଆଜି ମଧ୍ୟ ରଣ୍ଢା ଛଳରୁ ପରିବାର ବଜାରରୁ ନେଇ ପରିବା ନେଇ ବ୍ରହ୍ମପୁରରେ ବିକ୍ରି ପାଇଁ ରାସ୍ତା ପାରି ହେଉଥିଲେ । ହେଲେ ଆହି ସେହି ସମୟପେ ଇଚ୍ଛାପୁରରୁ ବ୍ରହ୍ମପୁର ପଟେ ଯାୁଥିବା ଏକ ମାଛ ବୋଜେି ପିକଅପ ଭ୍ୟାନ ଧକ୍କା ଦେଇଥିଲା । ଫଳରେ ମାଳତୀ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login