The Ultimate Managed Hosting Platform
ADVERTISEMENT

ମହିଳାଙ୍କ ଅଜବ ଅଭ୍ୟାସ , ପ୍ରତିଦିନ ଖାଆନ୍ତି ଟଏଲେଟ ପେପର

Facebook
Twitter
LinkedIn

ନୂଆଦିଲ୍ଲୀ : ଆପଣ ମାନେ ଶୁଣିଥିବେ କି ଧୂମ୍ରପାନ ସେବନ କରିବା କିମ୍ବା ଆଲକହଲ ପିଇବା କିନ୍ତୁ ଟଏଲେଟ ପେପର ଖାଇବା କଥା କଣ କେବେ ଶୁଣିଛନ୍ତି କି ? ଏହା ନିହାତି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏହି ଘଟଣା ସହ ଯେ ଜଣେ ମହିଳା ଟଏଲେଟ ପେପର ନ ଖାଇ ରହି ପାରନ୍ତି ନାହିଁ । ତେବେ ସେହି ମହିଳା ହେଉଛନ୍ତି ଆମେରିକାର ସକିନା । ଗୋଟିଏ ବର୍ଷରେ ସକିନା ଲକ୍ଷେ ଟଏଲେଟ ପେପର ଖାଇ ଥାଆନ୍ତି । ସେ କହିଛନ୍ତି କି , ଯଦି ସେ ଟଏଲେଟ ପେପର ଖାଇବେ ନାହିଁ ତେବେ ତାଙ୍କର ଦିନ ଭଲ ଅତିବାହିତ ହେବ ନାହିଁ । ଟଏଲେଟ ପେପର ନ ଖାଇ ସେ ରହିପାରିବେ ନାହିଁ । ପ୍ରତିଦିନ ସେ ଟଏଲେଟ ପେପର ୪ଟି ରୋଲ ଖାଇଥାଆନ୍ତି । ସୂଚନା ଅନୁଯାୟୀ ସକିନା କହିଛନ୍ତି କି ଟଏଲେପ୍ପେପର ତାଙ୍କ ପାଇଁ ଦେଲି ସାଣ୍ଡୱିଚ ଏବଂ ଲହୁଣି ପରି ହୋଇଥାଏ । ପେପରର ସ୍ୱାଦ ଏବଂ ମୁଡମୁଡ ଶବ୍ଦ ତାଙ୍କ ମୁହଁରେ ପାଣି ଆଣଇ ଦେଇଥାଏ ।
କୁହାଯାଉଛି କି , ମହିଳାଙ୍କର ଏକ ଅଜବ ରୋଗ ରହିଛି । ସେ ଏପରି ଏକ ସ୍ଥିତିରେ ରହିଛନ୍ତି ଯେଉଁଥିରେ ରୋଗୀ ଏପରି ଖାଦ୍ୟ ଖାଇଥାଏ । ରୋଗୀ ମାଟି , ସାବୁନ ଏବଂ ଚକ ଖାଇଦେଇଥାନ୍ତି । କିନ୍ତୁ ଡକ୍ଟରଙ୍କ କହିବା ଅନୁଯାୟୀ ଟଏଲେଟ ପେପର ଖାଇବା ସୁରକ୍ଷିତ ନୁହେଁ । ଏହା ଖାଇବା ଦ୍ୱାରା ଗମ୍ଭୀର ସମସ୍ୟା ଦେଖା ଦେଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login