The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ବସରେ ନ ଉଠାଇଲେ ଦଣ୍ଡ

Facebook
Twitter
LinkedIn

ଭୁବନେଶ୍ୱର : ବସର ପ୍ରଥମ ପାସେଞ୍ଜର ଭାବେ ମହିଳାଙ୍କୁ ବାରଣ ଅଭିଯୋଗ ମାମଲା । ମହିଳାଙ୍କୁ ପ୍ରଥମ ପାସେଞ୍ଜର ଭାବେ ବାରଣ କଲେ ଦିଆଯିବ ଦଣ୍ଡ । ଏ ନେଇ ସବୁ ଆରଟିଓମାନଙ୍କୁ ଚିଠି କଲେ ଏସଟିଏ । ଏ ନେଇ ନିୟମିତ ଯାଞ୍ଚ କରିବାକୁ ଆରଟିଏ ମାନଙ୍କୁ ନିଦେ୍ର୍ଦଶ । ଯେଉଁ ମାନେ ମହିଳାଙ୍କୁ ବାରଣ କରୁଥିବେ , ଇ-ଚାଲାଣ କଟାଯିବ । ବସ ମାଲିକଙ୍କ ନାଁରେ ଚାଲାଣ କାଟିବାକୁ ନିଦେ୍ର୍ଦଶ ଦେଲେ ସଚିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login