The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ପଥରରେ ଛେଚି ହତ୍ୟା !

Facebook
Twitter
LinkedIn

ବଲାଙ୍ଗିର: ମହିଳାଙ୍କୁ ପଥରରେ ଛେଚି ବୀଭତ୍ସ ହତ୍ୟା । ପୁଇଁତଳା ଥାନା ସାତମାଇଲ ଛକ ନିକଟରେ ଏକ ଗଛ ତଳୁ ଉଦ୍ଧାର । ମୃତଦେହ ନିକଟରୁ ସୁନା ମୁଦି ଓ ମୋବାଇଲ ଜବତ କଲା ପୋଲିସ । ତେବେ ମୃତ ମହିଳାଙ୍କ ପରିଚୟ ମିଳି ପାରିନି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଇଁତଳା ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login