ଖୋର୍ଦ୍ଧା : ସ୍କୁଟି ଆରୋହୀ ମହିଳାଙ୍କୁ ଚାପି ଦେଲା ହାଇୱା । ବେଗୁନିଆ ବଡ ବେରଣା ଛକରେ ଚାପିଦେଲା । ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରାସ୍ତା ରୋକ । ଉଭୟ ସ୍ୱାମୀ ସ୍ତ୍ରୀ ବଡମ୍ବାରୁ ଭୁବନେଶ୍ୱର ସ୍କୁଟିରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ମୃତକ ଜଣକ ବଡମ୍ବା ଗୋପମଥୁରା ଗ୍ରାମର ପ୍ରମିଳା ଲେଙ୍କା ବୋଲି ଜଣାପଡିଛି ।
Views: 69