The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ଗଳାକାଟି ହତ୍ୟା

Facebook
Twitter
LinkedIn

ମୁନିଗୁଡା : ଘର ଭିତରେ ମହିଳାଙ୍କ ଗଳାକଟା ମୃତଦେହ ଠାବ । ମୁନିଗୁଡା ଥାନା ହାଟମୁନିଗୁଡା ଗାରେ ବୀଭତ୍ସ ହତ୍ୟାକାଣ୍ଡ । ମହିଳା ଜଚ୍ଚଙ୍କ ଘରେ ଏକା ରହୁଥିଲେ । ମୃତକ ହେଲେ ବୁରୁଜୁଗୁଡା ଗାଁର ନନ୍ଦିନୀ ନାଏକ । ସେ ରାମକ୍ରୀଷ୍ଣା ମିଶନରେ ବଗିଚା କାମ କରି ଚଳନ୍ତି । ଜଣେ ସମ୍ପର୍କୀୟଙ୍କ ଘରେ ରହୁନ୍ତି ନନ୍ଦିନୀ । ସେହିଠାରେ ତାଙ୍କୁ ହତ୍ୟା କରାଯାଇଛି ।ସ୍କାନରରେ ନନ୍ଦିନୀଙ୍କ ସମ୍ପର୍କୀୟ ଭାଇ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ମୁନିଗୁଡା ପୋଲିସ ପହଞ୍ଚି ତଦନ୍ତ କରୁଛି । ଖୁବଶୀଘ୍ର ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ଯୋଗାଡ଼ କରିବ ସାଇଣ୍ଟିଫିକ୍ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login