The Ultimate Managed Hosting Platform
ADVERTISEMENT

ମହିଳାଙ୍କୁ ଖାଇଦେଲା କୁମ୍ଭୀର

Facebook
Twitter
LinkedIn

ଯାଜପୁର : ମହିଳାଙ୍କୁ ଟାଣି ନେଇ ଖାଇ ଦେଲା କୁମ୍ଭୀର । ବରୀ ଅମଠପୁରରେ ମହିଳାଙ୍କୁ ଟାଣି ନେଇ ଖାଇଦେଲା । ବିରୁପା ନଦୀରେ ଲୁଗା ଧୋଉଥିଲା ବେଳେ ଟାଣିନେଲା । ମହିଳାଙ୍କ ଦେହାବଶେଷ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । କୁମ୍ଭୀର ଆକ୍ରମଣର ଦୃଶ୍ୟ ମୋବାଇଲରେ କଏଦ । ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର । କେନ୍ଦ୍ରାପଡା ପରେ ଯାଜପୁରରେ କୁମ୍ଭୀର ନେଲା ଜୀବନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login