The Ultimate Managed Hosting Platform
ADVERTISEMENT

ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାର

Facebook
Twitter
LinkedIn

ମୁମ୍ବାଇ : ମହାରାଷ୍ଟ୍ର ରାଜନୀତିରେ ମହାସଙ୍କଟ । ମନ୍ତ୍ରିମଣ୍ଡଳରେ ଅଜିତ ପାୱାର ସାମିଲ । ବିରୋଧୀଦଳ ନେତା ପଦ ଛାଡି ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ । ଶପଥ ପାଠ କରାଇଲେ ରାଜ୍ୟପାଳ ରମେଶ ବୈଶ । ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାରଙ୍କ ଶପଥ ଗ୍ରହଣ । ସିନେ୍ଦ ସରକାରରେ ଅଜିତ ପାୱାର ସାମିଲ । ଅଜିତଙ୍କ ସହ ୯ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ଛଗନ ଭୂଜବଳ, ଦିଲ୍ଲୀପ ପାଟିଲ , ହସନ ମୁସରିଫ, ଧନଞ୍ଜୟ ମୁଣ୍ଡେ, ଧର୍ମରାୱ ଅନ୍ତ୍ରମ , ଆଦିତି ତଟକ ମନ୍ତ୍ରୀ ଭାବେ ଶପଥ ନେଲେ । ଅଜିତଙ୍କ ସହ ଏନସିପିର ୨୦ ବିଧାୟକ ମିଶିଥିବା ନେଇ ସୂଚନା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login