ମହାନଦୀ ଭିତରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା

ବାଙ୍କୀ : ମହାନଦୀ ଭିତରେ ଯୁବକଙ୍କ ହାଇଡ୍ରାମା । ରାତିସାରା ନାକେଦମ ଅଗ୍ନିଶମ ବାହିନୀ । କଥାଟା ଅଡୁଆ ଲାଗୁଥିଲେ ବି ସତ । ଏଭଳି ଘଟଣା ଦେଖିବାକୁ ମିଳିଥିଲା ବାଙ୍କୀ ଅଞ୍ଚଳରେ । ଗତ ରାତି ପ୍ରାୟ ୧୧ଟା ସମୟରେ ଚନ୍ଦନ ବେହେରା ମାତାଲ ଅବସ୍ଥାରେ ସୁନାଦେଇ ଘାଟରୁ ମହାନଦୀ ଭିତରକୁ ଚାଲିଯାଇଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବାକୁ ଆଉ ୨ ଜଣ ଯାଇଥିଲେ । ତେବେ ସମସ୍ତେ ଫଶିଯିବାରୁ ବାଙ୍କୀ ଅଗ୍ନିଶମ … Continue reading ମହାନଦୀ ଭିତରେ ମଦ୍ୟପ ଯୁବକଙ୍କ ହାଇଡ୍ରାମା