ଭୁବନେଶ୍ୱର : ମହାନଦୀ ବିବାଦ ନେଇ ଓଡିଶାକୁ ଛତିଶଗଡର କାଉଣ୍ଟର । ଓଡିଶା ସରକାରଙ୍କ ଦାବିକୁ ନେଇ ଉଠାଇଲା ।ପତ୍ତି । ଓଡିଶା ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଦୃଢ ଖଣ୍ଡନ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ମନ୍ତବ୍ୟକୁ କଡା ନିନ୍ଦା । ତାଙ୍କ ମନ୍ତବ୍ୟ ପ୍ରୋଟକଲର ଖୋଲାଖୋଲି ଉଲ୍ଲଂଘନ କରୁଛି । ଟ୍ରିବ୍ୟୁନାଲ ଗସ୍ତ ସମୟରେ ବିବୃତି ରଖିବା ନିୟମର ଉଲ୍ଲଂଘନ । ଛତିଶଗଡର ସମସ୍ତ ପ୍ରକଳ୍ପ ଠୁ ହୀରାକୁଦ ଜଳଧାରଣ କ୍ଷମତା ଅଧିକ । ସାଟେଲାଇଟ ଚିତ୍ରର ପ୍ରମାଣ ଦେଖାଇଲା ଛତିଶଗଡ । ଛଚ୍ଛିଶଗଡରେ ବୁନ୍ଦାଏ ବୁନ୍ଦାଏ ଜଳକୁ ସରଂକ୍ଷିତ କରାଯାଉଛି । ଓଡିଶା ପକ୍ଷରୁ ଦଳ ସରଂକ୍ଷଣ ନେଇ କୈାଣସି ଉଦ୍ୟମ ହେଉନି । ଛତିଶଗଡର ଜଳ ସରଂକ୍ଷଣର ଲାଭ ଓଡିଶା ପାଉଛି ।
Views: 69