The Ultimate Managed Hosting Platform
ADVERTISEMENT

ମହାନଦୀରେ ବୁଡି ଜଣେ ନିଖୋଜ

Facebook
Twitter
LinkedIn

ଆଠଗଡ: ମହାନଦୀରେ ହୁଲି ଡଙ୍ଗା ବୁଡି ଜଣେ ନିଖୋଜ । ବାଙ୍କୀ ବ୍ଲକ ଗୋପାଳପୁର ନିକଟ ମହାନଦୀରେ ବୁଡି ନିଖୋଜ । ନିଖୋଜ ଜଣଙ୍କ ଢେଙ୍କାନାଳର ହୋଇଥିବା ବେଳେ ବନ୍ଧୁ ଘରକୁ ଆସି ଗାଧୋଇବାକୁ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଦ୍ୱାରା ଖୋଜିବାକୁ ଉଦ୍ୟମ ଜାରି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login