ବାଙ୍କୀ: ମହାନଦୀରୁ ୬୦ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର । ଜାତମୁଣ୍ଡିଆ ବ୍ରିଜ ନିକଟ ମହାନଦୀରୁ ନାଗ ମୂର୍ତ୍ତି ସହ ବୃଷଭ ଉଦ୍ଧାର । ମାଛ ଧରିବା ବେଳେ ମତ୍ସ୍ୟଜୀବୀଙ୍କ ଜାଲରେ ଲାଗିଥିଲା ନାଗମୂର୍ତ୍ତି । ପାଣିରେ ବୁଡି ଖୋଜିବାରୁ ଗୋଟୁିଏ ପରେ ଗୋଟିଏ ମୂର୍ତ୍ତି ମିଳିଥିଲା । ଉଦ୍ଧାର ନାଗ ମୂର୍ତ୍ତିକୁ ନିକଟ ଶିବ ମନ୍ଦିରରେ ରଖାଯାଇଛି ।
Views: 78