The Ultimate Managed Hosting Platform
ADVERTISEMENT

ମହାନଦୀକୁ ଡେଇଁଲେ ଛାତ୍ରୀ

Facebook
Twitter
LinkedIn

ସମ୍ବଲପୁର : ଚାଉଁରପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁଲେ ଛାତ୍ରୀ । ପୋଲ ଉପରୁ ସାଇକେଲ , ବ୍ୟାଗ ଓ ମୋବାଇଲ ଜବତ । ବ୍ୟାଗ ଭିତରୁ ମିଳିଲା ନବନ ଶ୍ରେଣୀ ପ୍ରଶ୍ନପତ୍ର । ଘଟଣାସ୍ଥଳରେ ପହଁଚିଲା ଟାଉନ ଥାନା ପୋଲିସ । ଖୋଜାଖୋଜି ଆରମ୍ଭ କଲେ ଅଗ୍ନିଶମ କର୍ମଚାରୀ । ପୋଲ ଉପରୁ ମୋବାଇଲ, ବ୍ୟାଗ, ସାଇକେଲ ଓ ଏକ ଫିନାଇଲ୍ ବୋତଲ ଜବତ ହୋଇଥିଲା। ନାବାଳିକା ଜଣକ ବୁଢାରାଜ ଗାର୍ଲସ ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ। ସମ୍ପର୍କୀୟଙ୍କ ଘରେ ରହି ପାଠ ପଢୁଥିଲେ। ଆଜି ସକାଳ ୬ଟା ବେଳେ ବ୍ରିଜ୍ ଉପରୁ ଡେଇଁ ପଡିଥିଲେ। ତାଙ୍କୁ ଉଦ୍ଧାର ପରେ ହସ୍ପିଟାଲ ନିଆଯାଇଛି। । .

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login