The Ultimate Managed Hosting Platform
ADVERTISEMENT

ମହାକୁମ୍ଭରେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରୟାଗରାଜ ମହାକୁମ୍ଭରେ ଅଘଟଣକୁ ନେଇ ଦୁଃଖ ପ୍ରକାଶ କଲେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୌନୀ ଅମାବାସ୍ୟାରେ ଏହି ଅମୃତ ସ୍ନାନ କରିବାକୁ ବିଳମ୍ବିତ ରାତିରୁ ତ୍ରିବେଣୀ ସଂଗମରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ବୁଡ଼ ପକାଇବାକୁ ବ୍ୟାରିକେଡ ଭାଙ୍ଗି ଲୋକେ ପଶି ଆସିଥିବାବେଳେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ଘଟଣାରେ ଶ୍ରଦ୍ଧାଳୁ ମୃତ୍ୟୁ ପାଇଁ ସେ ଶୋକ ପ୍ରକାଶ କରିଛନ୍ତି । ନିଜ ପ୍ରିୟଜନଙ୍କୁ ହଇଥିବା ଲୋକଙ୍କୁ ସମାବେଦନା ଜଣାଇବା ସହ ଆହାତଙ୍କ ଆରୋଗ୍ୟ କାମନା କରିଛନ୍ତି ନବୀନ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login