The Ultimate Managed Hosting Platform
ADVERTISEMENT

ମହମ୍ମଦ ମୋକିମ୍‌- ହାଇକମାଣ୍ଡ ଯାହାକୁ କହିବେ, ତାଙ୍କୁ ଆମେ ସମର୍ଥନ କରିବୁ

Facebook
Twitter
LinkedIn

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ତଥା କଟକ-ବାରବାଟି ବିଧାୟକ ମହମ୍ମଦ ମୋକିମ୍ କହିଛନ୍ତି ଦଳ ଯାହାକୁ କହିବ , ତାଙ୍କୁ ଆମେ ସମର୍ଥନ କରିବୁ । ପାର୍ଟିର ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ ବୋଲି କହିଛନ୍ତି ।

ସୂଚନା ଅନୁଯାୟୀ, ଆଉ କିଛି ଦିନ ପରେ ରାଷ୍ଟ୍ରପତି ନିର୍ବାଚନ । ଏଥିଲାଗି ଏନ୍‌ଡିଏ ଦୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିଛି । ସେପଟେ ବିରୋଧୀ ମେଣ୍ଟ ୟଶବନ୍ତ ସିହ୍ନାଙ୍କ ନାମ ଘୋଷଣା କରିଛି । ତେବେ କଂଗ୍ରେସ କାହାକୁ ସମର୍ଥନ କରିବ ବୋଲି ପ୍ରଶ୍ନ ଉତ୍ତର ଦେଇ ବାରବାଟି ବିଧାୟକ କହିଛନ୍ତି ଯେ, ରାଷ୍ଟ୍ରପତି ନିର୍ବାଚନରେ କାହାକୁ ଦଳ ସମର୍ଥନ କରିବ । ସେନେଇ ହାଇକମାଣ୍ଡ କିଛି ନିଷ୍ପତ୍ତି ନେଇନାହାନ୍ତି । ଦଳ ଯାହାକୁ କହିବ ସମର୍ଥନ ଲାଗି, ଆମେ ତାକୁ ସମର୍ଥନ କରିବୁ । ସବୁଠୁ ଉପରେ ପାର୍ଟି । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login