The Ultimate Managed Hosting Platform
ADVERTISEMENT

ମମତା ହିନ୍ଦୁ ବିରୋଧୀ : ସୁରେଶ ପୂଜାରୀ

Facebook
Twitter
LinkedIn

ଭୁବନେଶ୍ୱର ; ମମତା ବାନାର୍ଜୀଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ କଡା ଜବାବ । ମମତା ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ କହି ଟାର୍ଗେଟ । ଶ୍ରୀ କ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ମନ୍ଦିର ନିର୍ମାଣ ସ୍ୱାଗତ ଯୋଗ୍ୟ କିନ୍ତୁ ସେଇଟା ଶ୍ରୀ କ୍ଷେତ୍ର ନୁହେଁ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ମମତା ବାନାର୍ଜୀ । କେତେ ଭକ୍ତଙ୍କ ଉପରେ ବେଙ୍ଗଲରେ ଆକ୍ରମଣ ହେଉଛି ପଚାରିଲେ ।
ସେ ଦୀଘାରେ ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବା ଲାଗି ହୀନ ପ୍ରୟାସ କରୁଛନ୍ତି। ଖାଲି ସେତିକି ନୁହେଁ ଭୋଟ୍ ହାତେଇବା ଲାଗି ସେ ବାଂଲାଦେଶୀଙ୍କୁ ଅନୁପ୍ରବେଶ ରୋକୁନାହାନ୍ତି, ବରଂ ପୁରାଉଛନ୍ତି। ସେ ଆହୁରି କହିଛନ୍ତି, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ସ୍ବାଗତଯୋଗ୍ୟ, ମାତ୍ର ତାହା ଶ୍ରୀକ୍ଷେତ୍ର ନୁହେଁ। ଦୀଘାରେ ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯିବା ନେଇ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login