The Ultimate Managed Hosting Platform
ADVERTISEMENT

ମମତା ବାନାର୍ଜୀ ଆହତ, କୁହୁଡି ଯୋଗୁଁ ଦୁର୍ଘଟଣାର ଶିକାର ହେଲା ଗାଡି

Facebook
Twitter
LinkedIn

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ। ଦୁର୍ଘଟଣାର ହେଲେ ଶିକାର । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ବର୍ଦ୍ଧମାନରୁ କୋଲକାତା ଫେରୁଥିôବା ବେଳେ ତାଙ୍କ ଗାଡି ଦୁର୍ଘଟଣାରେ ଶିକାର ହୋଇଛି । କୁହୁଡି କାରଣରୁ ଚାଳକ ହଠାତ୍ ବ୍ରେକ୍ ମାରିବାରୁ ମମତାଙ୍କ ମୁଣ୍ଡରେ ଆଘାତ ଲାଗିଛି । କୁହାଯାଉଛି କି, ମମତାଙ୍କ ଗାଡି ସାମ୍ନାକୁ ହଠାତ ଅନ୍ୟ ଏକ ଗାଡଇ ଆସିଯିବାରୁ ଚାଳକ ବ୍ରେକ୍ ମାରିଥିଲେ ।ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବର୍ଦ୍ଧମାନର ଏକ ସାବଜନୀକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login