The Ultimate Managed Hosting Platform
ADVERTISEMENT

“ମନ୍ କି ବାତ୍” କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ

Facebook
Twitter
LinkedIn

ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତର ୯୫ ତମ ସଂସ୍କରଣରେ ଆଜି ଦେଶବାସୀଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ପ୍ରଥମେ ସେ କହିଥିଲେ କି ଜି-୨୦ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାରତ ଅଧ୍ୟକ୍ଷତା କରିବା ସାରା ଦେଶ ପାଇଁ ଗର୍ବର ବିଷୟ । ଏହାସହ ଏହି ସମ୍ମିଳନୀରେ ସାରା ବିଶ୍ୱ ଜନସଂଖ୍ୟାର ୩ ଭାଗରୁ ୨ ଭାଗ ଭାଗିଦାରୀ । ଏପଟେ ଜି-୨୦ ରେ ଭାଗ ନେଉଥିବା ଦେଶମାନେ ସାଂରା ବିଶ୍ୱର ଜଡିପିରେ ୮୫ ପ୍ରତିଶତ ଭାଗିଦାରୀ ।

ସେପଟେ ବିଜ୍ଞାନ ବାବଦରେ ଆଲୋଚନା କରିବାକୁ ଯାଇ କହିଥିଲେ କି ବିକ୍ରମ-ଏସ ରକେଟ ପରୀକ୍ଷଣକୁ ପ୍ରଶଂସା କରିଛନ୍ତି । ସେ କହିଥିଲେ କି ନଭେମ୍ବର ୧୮ ତାରିଖରେ ଭାରତ ଅନ୍ତରୀକ୍ଷ ଗବେଷଣା କ୍ଷେତ୍ରରେ ବଡ ଉପଲବ୍ଧି ହାସଲ କରିଛି । ସ୍ୱଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ବିକ୍ରମ-ଏସ ରକେଟ ପରୀକ୍ଷଣ କରି ଭାରତ ଇତିହାସ ରଚିଛି ।

ଅନ୍ୟପଟେ ମୋଦୀ କହିଛନ୍ତି କି ସଂଗୀତ କ୍ଷେତ୍ରରେ ବି ଭାରତ ବେଶ ଆଗକୁ ଯାଇଛି । ଭାରତୀୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ସଂଗୀତ ବାଦ୍ୟ ଯନ୍ତ୍ରର ଯୋଗାଣ ଗତ ୮ ବର୍ଷ ମଧ୍ୟରେ ୩.୫ ଗୁଣା ବଢିଥିବା କଥା ସେ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login