The Ultimate Managed Hosting Platform
ADVERTISEMENT

ମନ୍ କି ବାତରେ ପୁରୀ ରଥ ଯାତ୍ରା

Facebook
Twitter
LinkedIn

ନୂଆଦିଲ୍ଲୀ : ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ । ଏ ମାସରେ ସପ୍ତାହେ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ । ରଥ ଯାତ୍ରା ପାଇଁ ଆଗୁଆ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ । ପୁରୀ ରଥ ଯାତ୍ରାକୁ ଅଦ୍ଭୂତ କହିଲେ ପ୍ରଧାନମନ୍ତ୍ରୀ ମୋଦି । ରଥ ଯାତ୍ରାରେ ପ୍ରତ୍ୟେକ ବର୍ଗ ସାମିଲ ହେବା ବାସ୍ତବରେ ଅନୁକରଣୀୟ । ଏହା ଗୋଟିଏ ଭାରତ , ଶ୍ରେଷ୍ଠ ଭାରତର ପ୍ରତୀକ । ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁଖ , ସମୃଦ୍ଧି ଓ ସୁସ୍ଥ ରଖନ୍ତୁ ଏତିକି କାମନା । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ଦିଗରେ କାମ କରିବା । ମନ କି ବାତରେ ଏମର୍ଜେନ୍ସୀ ସମୟକୁ କଳା ଯୁଗ କହିଲେ ମୋଦି । ଏମର୍ଜେନ୍ସି ନିର୍ଯ୍ୟାତନା କଥା ଭାବିଲେ ଦେହ ଶିହିରି ଉଠେ । ଦେଶବାସୀଙ୍କ ଉପରେ ଜରୁରୀକାଳୀନ ପରିସ୍ଥିତି ଲଦା ଯାଇଥିଲା । ତେଣୁ ଏମର୍ଜେନ୍ସୀ ବାବଦରେ ଯୁବପିଢି ଜାଣିବା ଉଚିତ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login