The Ultimate Managed Hosting Platform
ADVERTISEMENT

ମନୀଷ ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି, ୨୨ ଯାଏଁ ବଢିଲା ଅବଧି

Facebook
Twitter
LinkedIn

ନୂଆଦିଲ୍ଲୀ ; ମନୀଷ ସିସୋଦିଆଙ୍କୁ ବଡ ଝଟକା । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିପାରିନାହିଁ ।ତାଙ୍କ ଜେଲ ଅବଧିକୁ ୨୨ ଫେବ୍ରୁଆରୀ ୨୦୨୪ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ଏବେ ଜେଲରେ ରହିବେ ସିସୋସିଦିଆ । ଦୁର୍ନୀତି ବିଷୟରେ ଜଣାପଡିବା ପରେ ଅବକାରୀ ନୀତିକୁ ନିରସ୍ତ୍ର କରି ଦିଆଯାଇଛି । ଏହି ମାମଲାରେ କେଜ୍ରିବ୍ୱାଲଙ୍କ ମନ୍ତ୍ରୀମଣ୍ଡଳର ବହୁ ମନ୍ତ୍ରୀଙ୍କୁ ନେଇ ପଚରାଉଚରା କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login