The Ultimate Managed Hosting Platform
ADVERTISEMENT

ମନମୋହନ ସାମଲ ବିଜେପିର ନୂଆ ସଭାପତି

Facebook
Twitter
LinkedIn

ଭୁବନେଶ୍ୱର : ମନମୋହନ ସାମଲ ହେଲେ ରାଜ୍ୟ ବିଜେପିର ନୂଆ ସଭାପତି । ମନମୋହନଙ୍କୁ ନୂଆ ନିଯୁକ୍ତି ଦେଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନଙ୍କୁ ସଭାପତି ଦାୟିତ୍ୱ । ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ମନମୋହନ ।
ତେବେ ଦୀର୍ଘ ଦିନ ଧରି ଆଲୋଚନା ଚାଲିଥିଲା ଯେ କିଏ ହେବେ ରାଜ୍ୟ ବିଜେପିର ସଭାପତି । ସମୀର ମହାନ୍ତି ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ମନମୋହନଙ୍କ ନାଁ ସର୍ବାଗ୍ରରେ ରହିଥିଲା । ତେବେ ୨୦୦୦ ମସିହାରେ ସେ ମଧ୍ୟ ସଭାପତି ପଦରେ ଥିଲେ । ଛାତ୍ର ରାଜନୀତିରୁ ନିଜ କ୍ୟାରିୟର ଆରମ୍ଭ କର୍‌ିଥିଲେ ମନମୋହନ ସାମଲ । ୨୦୦୪-୨୦୦୯ ଯାଏଁ ଚାନ୍ଦବାଲିର ବିଧାୟକ ଭାବେ ବିଜୟୀ ହୋଇଥିଲେ । ଦଳ ଏବେ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ୨୦୨୪ ନିର୍ବାଚନୀ ବୈତରଣୀ ବିଜେପି କିଭଳି ଭାବେ ଜିତିବ ସେ ନେଇ ତାଙ୍କ ଉପରେ ଆଶା ପ୍ରକଟ କରି ତାଙ୍କ ରାଜ୍ୟ ସଭାପତି ପଦ ଦେଇକ୍ତି ଦଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT
ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ସଂସଦ ଡ୍ରାମା, ନାରାବାଜୀ ସ୍ଥାନ ନୁହେଁ : ମୋଦି

ନୂଆଦିଲ୍ଲୀ : ସଂସଦର ଶୀତ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋାଦିଙ୍କ ସମ୍ବୋଧନ । ପରାଜୟର ନିରାଶାରୁ ବିରୋଧିଙ୍କୁ ବାହାରିବାକୁ ଅପିଲ କଲେ ମୋଦି ।କିଛି ବିରୋଧୀ ଦଳ...

Login