The Ultimate Managed Hosting Platform
ADVERTISEMENT

ମଦ ନେଲା ପାଇଲଟଙ୍କ ଚାକିରି

Facebook
Twitter
LinkedIn

ନୂଆଦିଲ୍ଲୀ : ମଦ ପିଇ ବିମାନ ଚଳାଉଥିବା ଏୟାର ଇଣ୍ଡିଆ ପାଇଲଟ ବରଖାସ୍ତ । ଫୁକେଟ-ଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ଉଡାଇଥିବା ପାଇଲଟ ବିଦା । ଆଲକହଲ ସେବନ ରିପୋର୍ଟ ପଜିଟିଭ ଆସିବାରୁ କାର୍ଯ୍ୟାନୁଷ୍ଠାନ । ଏନେଇ ଏୟାର ଇଣ୍ଡିଆ ତରଫରୁ ଡିଜିସିଏକୁ ଅବଗତ କରାଯାଇଛି। ଗତ ସପ୍ତାହରେ ପାଇଲଟ ଜଣଙ୍କ ମଦ୍ୟପାନ କରି ବିମାନ ଉଡ଼ାଇଥିବା ଅଭିଯୋଗ ଆସିଥିଲା । ପରେ ଆଲକହଲ ସେବନ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବାପରେ ବିମାନଉଡ଼ାଣକାରୀ ସଂସ୍ଥା ତରଫରୁ ତାଙ୍କୁ ବରଖାସ୍ତ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login