The Ultimate Managed Hosting Platform
ADVERTISEMENT

ମଣିଷ ଆଗରୁ ମହାକଶକୁ ଯିବ ରୋବର୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଥିବାବେଳେ ଭାରତୀୟଙ୍କ ଗର୍ବର ବିଷୟ ପାଲଟିଛି । ଚନ୍ଦ୍ରଯାନ-୩ ମିଶନର ସଫଳତା ପରେ ଇସ୍ରୋର ଆଗାମୀ ମିଶନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଇସ୍ରୋ ପକ୍ଷରୁ ମହାକାଶର ଅନ୍ତରୀକ୍ଷକୁ ପ୍ରଥମ ମହିଳା ରୋବଟ ଯିବ । ଏହି ମହିଳା ରୋବଟର ନାମ ହେଉଛି ଭେମମିତ୍ର । ଏହି ମହିଳା ରୋବଟକୁ ପଠାଇବା ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଏହି ଭୋମମିତ୍ର ଦୁଇଟି ଅର୍ଥରୁ ଆସିଛି । ଗୋଟିଏ ହେଉଛି ଭୋମ ଏବଂ ଅନ୍ୟଟି ମିତ୍ର । ଭୋମର ଅର୍ଥ ହେଉଛି ସ୍ପେସ ଏବଂ ମିତ୍ରର ଅର୍ଥ ହେଉଛି ବନ୍ଧୁ । ଏହାର ଅର୍ଥ ହେଉଛି ମହାକାଶର ବନ୍ଧୁ । ସେପଟେ ଇସ୍ରୋର ଗଗନଯାନ ମିଶନକୁ ନେଇ ଯଦି କହିବା ତାହେଲେ ଏହା ହେଉଛି ପ୍ରଥମ ମାନବକୃତ୍ୟ ମିଶନ । ଏହି ରୋବଟକୁ ମଣିଷର ରୂପ ଦିଆଯାଇଛି । ଏହି ରୋବଟର ଅଙ୍ଗ ପ୍ରତ୍ୟଙ୍ଗ ଅବିକଳ ମଣିଷ ଭଳି ହୋଇଛି । ପ୍ରଥମ ରୋବଟ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ ମହାକାଶଚାରମାନେ ଯିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login